ବିଧାୟକଙ୍କ ବିୟୋଗରେ ଖଲିଆପାଲି ଠାରେ ବରିହା ସମାଜ ପକ୍ଷରୁ ଶୋକସଭା ।

ପଦ୍ମପୁର- ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଖଲିଆପାଲି ପଞ୍ଚାୟତ ଠାରେ ବରିହା ସମାଜ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ  ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ ରଣଜିତ ସିଂ ବରିହା,ବରିହା ସମାଜ ସଭାପତି ପ୍ରେମାନନ୍ଦ ବରିହା,ଖଲିଆପାଲି ପଞ୍ଚାୟତ ସମିତି ସଭ୍ୟ ରୀନା ସାମନୀ,ଯୋଗେନ୍ଦ୍ର ବରିହା, ପ୍ରସନ୍ନ ବରିହା, କୈଳାସ ବରିହା ଓ ବରିହା ସମାଜର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Comments