ଖଇରା ସେବାଶ୍ରମ ଠାରେ ପଲସଦା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପଲସଦା କ୍ଳଷ୍ଟର ସ୍ତରୀୟ ସୁରଭି ଖଇରା ସେବାଶ୍ରମ ଠାରେ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଇରା ସେବାଶ୍ରମ ର ପ୍ରଧାନ ଶିକ୍ଷକ ଟେକଚାନ୍ଦ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଲସଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନିଲ କୁମାର ସିହ୍ନା ଏବଂ ସମ୍ମାନିତ ଅତିଥି ପ୍ରଫୁଲ୍ଲ କୁମାର ସିଂ, ବୈଷ୍ଣବ ପଣ୍ଡା, ଚକ୍ରଧର ଅଜଗର, ସୁନିଲ ପୁରୋହିତ, ଯୋଗଦେଇ କିର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।ସୁରଭି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ କୁଇଜ,ରଚନା, ଚିତ୍ରାଙ୍କନ,ବକୄତା ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ କୄତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ସିଆରସିସି ଚକ୍ରଧର ଅଜଗର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


Comments
Post a Comment