ଦିପାବଳି ଦିନ ରାତି ଲିଭିଗଲା ଜୀବନର ଦୀପ ।
ପଦ୍ମପୁର-ହାତୀ ଆକ୍ରମଣରେ ଦିପାବଳି ଦିନ ରାତି ଲିଭିଗଲା ଜୀବନର ଦୀପ । ନୄସିଂହନାଥ ରୋଞ୍ଜ ଅଧିନସ୍ଥ ରସମୁଣ୍ଡା ଗାଁ ରାମଚନ୍ଦ୍ର ନାୟକଙ୍କୁ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ମୄତ୍ୟୁ ଘଟିଛି । ସୂଚନା ଅନୁସାରେ ନୄସିଂହନାଥ ରେଞ୍ଜ ଅଞ୍ଚଳରେ ଦୁଇଟି ହାତୀ ବୁଲୁଛନ୍ତି ଏବଂ ଏହି ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ବନ ବିଭାଗ ସୂଚନା ଦେଇଛି । ଅଞ୍ଚଳରେ ହାତୀ ବୁଲୁଥିବା ଖବର ବନବିଭାଗ ଲୋକଙ୍କୁ ଅବଗତ କରିନଥିଲା ।


Comments
Post a Comment