ରାମଚନ୍ଦ୍ର ମାଝୀ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ।
ପଦ୍ମପୁର- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ରାମଚନ୍ଦ୍ର ମାଝୀ । ସେ ଏହା ପୂର୍ବରୁ ଉମରକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିଲେ । ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଏକ ପ୍ରମୁଖ ସମସ୍ୟା ଏବଂ ଏହା ଉପରେ ଲୋକଙ୍କ ନଜର ରହିଥାଏ ତେବେ ଶ୍ରୀ ମାଝୀଙ୍କ ଏହାକୁ କିଭଲି ଭାବରେ ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ପଦ୍ମପୁର ବିଧାୟକ ଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହେବ ତେବେ ବିରୋଧି ବିଭିନ୍ନ ସମସ୍ୟା ସାମନାକୁ ଆଣିବେ ତେବେ ସେଗୁଡ଼ିକ କିପରି ସମାଧାନ କରିବେ ତାହା ଶ୍ରୀ ମାଝୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।


Comments
Post a Comment