ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଉଠାଣ ।

ପଦ୍ମପୁର - ଉଦୟନାଥ ଫର୍ଣ୍ଣିଚରର ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଆଜି ସନ୍ଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପଦ୍ମପୁର ନିବାସୀ ବର୍ଷା ସିଂ । ଏହି ଉଠାଣ କାର୍ଯ୍ୟକ୍ରମରେ ଉମେଶ ନାୟକ, ଦେବାଶିଷ ପଟ୍ଟନାୟକ, ହର୍ଷବଲ୍ଳଭ ଦେବତା , ଶିବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ ।
                               

Comments