ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବରଗଡ଼ ପୋଲିସ ପକ୍ଷରୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ।

ପଦ୍ମପୁର- ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି ବାଳିକା ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗ ଠାରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ବୀରାଙ୍ଗନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମଥର ପାଇଁ  ତଥା ବରଗଡ଼ ଜିଲ୍ଲାରେ ପ୍ରଥମଥର କରି ଅନୁଷ୍ଠିତ ମହିଳାମାନଙ୍କ ଆତ୍ମସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମଟି ମହିଳା ଓ ଝିଅପିଲାମାନେ ନିଜକୁ ସୁରକ୍ଷା ଦେବାରେ  ବେଶ୍ ସହାୟକ ହେବା ନେଇ ଆଶା ପ୍ରକଟ କରି ଏହି କାର୍ଯ୍ୟକ୍ରମ କରାଯାଉଥିବା ଅନୁମାନ । ଆଜିର ଏହି କାର୍ଯ୍ୟକ୍ରମରେ ବରଗଡ଼ ପୋଲିସ ପକ୍ଷରୁ ହେମନ୍ତ ଗଡତିଆ,ମନୋଜ ବିଶ୍ବାଳ ଓ ଦିଲ୍ଲୀପ ସିଂ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।

Comments