ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ରେ ମିଶ୍ରଣ ସଭା ଓ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ।
ପଦ୍ମପୁର-ଆଗାମୀ ଡ଼ିସେମ୍ବର ୫ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ନିମନ୍ତେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ ଝାରବନ୍ଧ ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, , ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୟାଗଡ଼ ଡଃ ଅରୁଣ କୁମାର ସାହୁ, ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭଟଲି ଶ୍ରୀ ସୁଶାନ୍ତ ସିଂ ,ଉଠା ଜଳସେଚନ ନିଗମର ଅଧକ୍ଷ ଶ୍ରୀ ଅମରେଶ ପାତ୍ରୀ ,ଏବଂ ତାମଡା ଅଧକ୍ଷ ଇଂ ଅବନୀକାନ୍ତ ସାହୁ,ଝାରବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କର୍ମକାର୍ତ୍ତା ଯୋଗଦେଇଥିଲେ।


Comments
Post a Comment